ତିନିମହଲା କୋଠା ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତିନିମହଲା କୋଠା ଉପରୁ ଡେଇଁ ଚିକିତ୍ସାଧୀନ ଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀଙ୍କ ନାମ ରଜନୀ ମେଲକା (୨୮)। ତାଙ୍କ ଘର ରାୟଗଡ଼ା ସହର ନିକଟସ୍ଥ ତୁମ୍ବିଗୁଡା ଗ୍ରାମରେ। ଯୁବତୀ ଜଣକ ଜ୍ୱର ଏବଂ ପାଟିଘାରେ ପୀଡିତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୭ ତାରିଖରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ପ୍ରାୟ ୪ଟା ବେଳେ ବାଥରୁମ୍ … Continue reading ତିନିମହଲା କୋଠା ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା